ଆପ Āpa
- ସଂ. ବି. — (ଆପ୍+କର୍ମ. ଅସ୍=ଆପସ୍)
- ସଂ. ବି. — ଜଳ
- ସଂ. ବି. — (ଆପ=ଜଳ+ସମୂହାର୍ଥରେ. ଅ) ଜଳରାଶି — Mass of water
- ଗ୍ରା. ସର୍ବନାମ. (ସଂ. ଆତ୍ମନ୍) — ସ୍ୱୟଂ; ନିଜେ — One's self
- ଗ୍ରା. ସର୍ବନାମ. (ସଂ. ଆତ୍ମନ୍) — ବହି ସ୍ୱରୂପ କନ୍ଦର୍ପ ବଶୀକରଣକୁ ଆପ ବସାଇ ଚାପରେ ଉନ୍ମାଦ ମୋହନ ରୋପ ମିଳିଲେ ସମୀପ। ଭଞ୍ଜ, ବୈଦେହୀଶବିଳାସ। — ବହି ସ୍ୱରୂପ କନ୍ଦର୍ପ ବଶୀକରଣକୁ ଆପବସାଇ ଚାପରେ ଉନ୍ମାଦ ମୋହନରୋପ ମିଳିଲେ ସମୀପ ଭଞ୍ଜ, ବୈଦେହୀଶବିଳାସ
- ଗ୍ରା. ସର୍ବନାମ. (ସଂ. ଆତ୍ମନ୍) — ବସାଇ ଚାପରେ ଉନ୍ମାଦ ମୋହନ
- ଗ୍ରା. ସର୍ବନାମ. (ସଂ. ଆତ୍ମନ୍) — ଆପଣ — You
- ଗ୍ରା. ସର୍ବନାମ. (ସଂ. ଆତ୍ମନ୍) — ରାଜା ଦଣ୍ଡ ଦିଏ କରି କୋପ ଏଥକୁ ଚିନ୍ତା ନ କର ଆପ। ବିଶ୍ୱନାଥ, ବିଚିତ୍ରରାମାୟଣ।