ଆପ୍ଳୁତ Āpḻuta
- ସଂ. ବିଣ. (ଆ=ସମ୍ୟକ୍; ଈଷତ୍+ପ୍ଳୁତ=ଜଳସିକ୍ତ ବା ଆ+ ପ୍ଳୁ ଧାତୁ + କର୍ତ୍ତୃ. ତ) — ପାଣି ମାଡ଼ିଯାଇ ଥିବା — Irrigated
- ସଂ. ବିଣ. (ଆ=ସମ୍ୟକ୍; ଈଷତ୍+ପ୍ଳୁତ=ଜଳସିକ୍ତ ବା ଆ+ ପ୍ଳୁ ଧାତୁ + କର୍ତ୍ତୃ. ତ) — ଜଳ ପ୍ଳାବିତ — Flooded
- ସଂ. ବିଣ. (ଆ=ସମ୍ୟକ୍; ଈଷତ୍+ପ୍ଳୁତ=ଜଳସିକ୍ତ ବା ଆ+ ପ୍ଳୁ ଧାତୁ + କର୍ତ୍ତୃ. ତ) — ଜଳସିକ୍ତ — Wetted; bathed