ଆପଣେ Āpaṇe

  • ଦେ. ସର୍ବନାମ. (ସଂ. ଆତ୍ମନ୍; 'ଆପଣ' ଶବ୍ଦର ମାନ୍ୟାର୍ଥ ବହୁବଚନ) — ସ୍ୱୟଂ; ନିଜେ — Self; one's self
  • ଦେ. ସର୍ବନାମ. (ସଂ. ଆତ୍ମନ୍; 'ଆପଣ' ଶବ୍ଦର ମାନ୍ୟାର୍ଥ ବହୁବଚନ) — ସେ କି ନ ପାରେ ଆଜ୍ଞା କରି ଆପଣେ କିପାଁ ଅବତରି—ଭୂପତି, ପ୍ରେମପଞ୍ଚାମୃତ।
  • ଦେ. ସର୍ବନାମ. (ସଂ. ଆତ୍ମନ୍; 'ଆପଣ' ଶବ୍ଦର ମାନ୍ୟାର୍ଥ ବହୁବଚନ) — (ଦ୍ୱିତୀୟ ପୁରୁଷ; ମାନ୍ୟାର୍ଥେ)
  • ଦେ. ସର୍ବନାମ. (ସଂ. ଆତ୍ମନ୍; 'ଆପଣ' ଶବ୍ଦର ମାନ୍ୟାର୍ଥ ବହୁବଚନ) — ଆପଣ
  • ଦେ. ସର୍ବନାମ. (ସଂ. ଆତ୍ମନ୍; 'ଆପଣ' ଶବ୍ଦର ମାନ୍ୟାର୍ଥ ବହୁବଚନ) — ତାହା ଦେଖି ନୀଳ ବନରେ ବୁଢ଼ୀ ଜଣେ। ଅଛନ୍ତି ତାକୁ ଦେଖି ଆସିବ ଆପଣେ—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ସର୍ବନାମ. (ସଂ. ଆତ୍ମନ୍; 'ଆପଣ' ଶବ୍ଦର ମାନ୍ୟାର୍ଥ ବହୁବଚନ) — ବାଲ୍ୟକାଳର ଶିକ୍ଷାଗୁରୁ; ଅବଧାନ — Teacher of a primary school
  • ଦେ. ସର୍ବନାମ. (ସଂ. ଆତ୍ମନ୍; 'ଆପଣ' ଶବ୍ଦର ମାନ୍ୟାର୍ଥ ବହୁବଚନ) — (ତୃତୀୟ ପୁରୁଷ, ମାନ୍ୟାର୍ଥ) ସେ ମହାଶୟ (ସମ୍ମାନନୀୟ) ବ୍ୟକ୍ତି — He (in respect)
  • ଦେ. ସର୍ବନାମ. (ସଂ. ଆତ୍ମନ୍; 'ଆପଣ' ଶବ୍ଦର ମାନ୍ୟାର୍ଥ ବହୁବଚନ) — କି ତପରେ ଯମ ଆପଣେ ହେଲେ ତୋଷୀ—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ସର୍ବନାମ. (ସଂ. ଆତ୍ମନ୍; 'ଆପଣ' ଶବ୍ଦର ମାନ୍ୟାର୍ଥ ବହୁବଚନ) — [ଦ୍ର—ମାନ୍ୟ ବ୍ୟକ୍ତିଙ୍କ ଉପାଧିନାମ ପରେ ମାନ୍ୟାର୍ଥରେ 'ଆପଣେ' ଶବ୍ଦ ଲାଗେ। ଯଥା ଦାସେ ଆପଣେ; ରଥେ ଆପଣେ ଇତ୍ୟାଦି।]
  • ଦେ. ସମ୍ବୋଧନ — ହେ ମହାଶୟ — Oh Sir !