ଆପଣିକ Āpaṇika

  • ସଂ. ବିଣ. (ଆପଣ=ଦୋକାନ; ହାଟ+ବ୍ୟବସାୟାର୍ଥେ; ଇକ) — ଦୋକାନୀ; ବାଣିଜ୍ୟକାରୀ; ପଣ୍ୟବିକ୍ରେତା; ପଣ୍ୟଜୀବୀ