ଆନ Āna
- ସଂ. ବି. — ଅନ୍ୟ ବ୍ୟକ୍ତି — Any other person
- ସଂ. ବି. — ସେ ଶିଖଣ୍ଡଚୂଳ ନୟନ ଅଞ୍ଚଳ ଆନେ ତ ନ କଲା କେଳି—କବିସୂର୍ଯ୍ୟ, ସଙ୍ଗୀତ।
- ସଂ. ବି. — ବାହାରର ଲୋକ ବା ବସ୍ତୁ — Outward thing: outsider
- ସଂ. ବି. — (ତୁଳ ତା. ଆଣଇ=ରାଣ) ରାଣ; ଶପଥ — Oath
- ସଂ. ବି. — ରାଜି ନ କରିବାରୁ ଉଲଟ ଲକ୍ଷପରିମିତ ଆନ—କବିସୂର୍ଯ୍ୟ, ସଙ୍ଗୀତ।
- ସଂ. ବି. — ମର୍ଯ୍ୟାଦା — Reputation; respect
- ସଂ. ବି. — କରନ୍ତି ନାହଁ ଆନ ହେଲେ ଲକ୍ଷଣ, କହି ନୋହଇ ପ୍ରଭୁମାନଙ୍କ ପଣ। ଦୀନକୃଷ୍ଣ, ରସକଲ୍ଲୋଳ।
- ସଂ. ବି. — ସୀମା — Limit; boundary
- ଦେ. ସର୍ବନାମ (ସଂ. ଅନ୍ୟ) — ଅନ୍ୟ; ଇତର; ପର
- ଦେ. ସର୍ବନାମ (ସଂ. ଅନ୍ୟ) — ନଫିଙ୍ଗେ ଦୃଷ୍ଟି ତୋ ବିନା ଆନ ସ୍ୱରୂପ ରେ—କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବିଣ. — ଭିନ୍ନ; ପୃଥକ୍ — Separate; different
- ଦେ. ବିଣ. — ଏଥୁଅନନ୍ତରେ ଶୁଣିମା ହେ ଆନ ରସ—ସାରଳା ମହାଭାରତ।