ଆନ—ନ Āna-na

  • ଦେ. ସର୍ବନାମ (ସଂ. ଅନ୍ୟ+ନ) — ଆନ ନୁହେଁ; ଅନ୍ୟ କିଛି ନୁହେଁ — Nothing else
  • ଦେ. ସର୍ବନାମ (ସଂ. ଅନ୍ୟ+ନ) — ଏତକ ଶବଦ ଆନ—ନ ଶବଦ ବିଧାନ ହୋଇଛି ଯହି। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।