ଆନ୍ଦୁ Āndu

  • ଦେ. ବି. (ସଂ. ଅନ୍ଦୁ) — ହସ୍ତୀର ପଦବନ୍ଧନ—ଶୃଙ୍ଖଳା
  • ଦେ. ବି. (ସଂ. ଅନ୍ଦୁ) — ପାଦଭୂଷଣ — An ornament for the leg
  • ଦେ. ବି. (ସଂ. ଅନ୍ଦୁ) — ବିଳମ୍ବିତ ଗତି ଆନ୍ଦୁ ବିହିତେ। ଭଞ୍ଜ, ବୈଦେହୀଶବିଳାସ।