ଆନୀ Ānī

  • ଦେ. ବି. (ସଂ. ଆନକ) — ବାଦ୍ୟବିଶେଷ
  • ଦେ. ବି. (ସଂ. ଆନକ) — କଡ଼ା ଦୋହରା ଆନୀ ଟହଟହ ଘୁମୁରା। ସାରଳାମହାଭାରତ, ଆଦି।
  • ବୈଦେ. (ଫା) ପ୍ରତ୍ୟୟ — ଭାବ; ଅବସ୍ଥା
  • ବୈଦେ. (ଫା) ପ୍ରତ୍ୟୟ — (ଯଥା—ବାବୁଆନୀ।) — Affix denoting the state of being
  • ବୈଦେ. (ଫା) ପ୍ରତ୍ୟୟ — (ଯଥା—ବାବୁଆନୀ।)