ଆନାହ Ānāha
- ସଂ. ବି. (ଆ+ନହ୍ ଧାତୁ=ବାନ୍ଧିବା+କରଣ. ଅ) — କୋଷ୍ଠବଦ୍ଧତା, ମଳ ବଦ୍ଧ ହେବା ରୋଗ — Costiveness
- ସଂ. ବି. (ଆ+ନହ୍ ଧାତୁ=ବାନ୍ଧିବା+କରଣ. ଅ) — ମଳମୂତ୍ର ନିରୋଧ — Strangury; stoppage of urine and stools
- ସଂ. ବି. (ଆ+ନହ୍ ଧାତୁ=ବାନ୍ଧିବା+କରଣ. ଅ) — (ଆ+ନହ୍ ଧାତୁ=ବିଶାଳ ହେବା+ଭାବ. ଅ) ଦୀର୍ଘତା; ଦୈର୍ଘ୍ୟ — Length