ଆନତ Ānata

  • ସଂ. ବିଣ (ଆ+ନମ୍ ଧାତୁ=ନଇଁବା+କର୍ତ୍ତୃ. ତ) — ଅବନତ, ନମ୍ରୀଭୂତ — Bent
  • ସଂ. ବିଣ (ଆ+ନମ୍ ଧାତୁ=ନଇଁବା+କର୍ତ୍ତୃ. ତ) — ପ୍ରଣତ — Bowed
  • ସଂ. ବିଣ (ଆ+ନମ୍ ଧାତୁ=ନଇଁବା+କର୍ତ୍ତୃ. ତ) — ପତିତ — Fallen down
  • ସଂ. ବିଣ (ଆ+ନମ୍ ଧାତୁ=ନଇଁବା+କର୍ତ୍ତୃ. ତ) — ଅଧୋମୁଖ — Drooping
  • ସଂ. ବିଣ (ଆ+ନମ୍ ଧାତୁ=ନଇଁବା+କର୍ତ୍ତୃ. ତ) — ଢାଲୁ ହୋଇଥିବା — Sloping; inclined