ଆନକ Ānaka

  • ସଂ. ବି. (ଆ+ଅନ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ) — ପଟହ, ଢକ୍କା, ଭେରୀ ଆଦି — Drum
  • ସଂ. ବି. (ଆ+ଅନ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ) — ସେହି କାଳରେ ଦେବ ଦୁନ୍ଦୁଭି ଆନକ ବାଜନ୍ତେ କମ୍ପିଗଲା ମହୀ ଲୋକଯାକ। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।
  • ସଂ. ବି. (ଆ+ଅନ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ) — ରଣଢକ୍କା — Battle-drum
  • ସଂ. ବି. (ଆ+ଅନ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ) — ଶବ୍ଦ କରୁଥିବା ମେଘ — Thunder-cloud
  • ସଂ. ବି. (ଆ+ଅନ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ) — ବାଳା ଶୁଣୁଥାଇ ଆନକ ସ୍ୱନକୁ ଶୁଣିବା ଆନକ ସ୍ୱନ। ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବିଣ — ଉଚ୍ଚୈଃସ୍ୱରରେ ଶବ୍ଦାୟମାନ — Thundering, high sounding
  • ସଂ. ବିଣ — ଉତ୍ସାହକାରକ — Encouraging
  • ସଂ. ବିଣ — ଉତ୍ତେଜକ — Goading to action