ଆନଆନ Ānaāna

  • ଦେ. ବିଣ. (ସଂ. ଅନ୍ୟ ଅନ୍ୟ) — ବିଭିନ୍ନ ପ୍ରକାରର — Different
  • ଦେ. ବିଣ. (ସଂ. ଅନ୍ୟ ଅନ୍ୟ) — ବିଚିତ୍ର, ଅପୂର୍ବ — Wonderful
  • ଦେ. ବିଣ. (ସଂ. ଅନ୍ୟ ଅନ୍ୟ) — ଅନ୍ୟାନ୍ୟ — Other
  • ଦେ. ବିଣ. (ସଂ. ଅନ୍ୟ ଅନ୍ୟ) — ଦ୍ରୁପଦଙ୍କ ତନୟମାନେ ଆନ ଆନ। ରାଜାଙ୍କୁ ନିବାରିଲେ ବିନ୍ଧି ମାରଗଣ। କୃଷ୍ଣସିଂହ, ମହାଭାରତ, ଶଲ୍ୟ।