ଆଧୁତ Ādhuta
- ସଂ. ବିଣ. (ଆ=ଈଷତ୍+ଧୁ ଧାତୁ=କମ୍ପିବା+କର୍ତ୍ତୃ ତ) — ଈଷତ୍ କମ୍ପିତ — Slightly shaken
- ସଂ. ବିଣ. (ଆ=ଈଷତ୍+ଧୁ ଧାତୁ=କମ୍ପିବା+କର୍ତ୍ତୃ ତ) — ଆନ୍ଦୋଳିତ; ଚଳିତ — Agitated; moved
- ସଂ. ବିଣ. (ଆ=ଈଷତ୍+ଧୁ ଧାତୁ=କମ୍ପିବା+କର୍ତ୍ତୃ ତ) — ବିକ୍ଷିପ୍ତ; ଅଭିଭୂତ — Disturbed
- ସଂ. ବିଣ. (ଆ=ଈଷତ୍+ଧୁ ଧାତୁ=କମ୍ପିବା+କର୍ତ୍ତୃ ତ) — ବ୍ୟାକୁଳିତ — Perturbed