ଆଧାର Adhāra
- ସଂ. ବି. (ଆ+ଧୃ ଧାତୁ=ଧରିବା; ଧାରଣ କରିବା+ ଅଧିକରଣ. ଅ) — ଆଧାରାଧିକରଣ (ଦେଖ) — Ādhārādhikaraṇa (See)
- ସଂ. ବି. (ଆ+ଧୃ ଧାତୁ=ଧରିବା; ଧାରଣ କରିବା+ ଅଧିକରଣ. ଅ) — ଧାରଣ କରି ରଖିବାର ପାତ୍ର — Receptacle
- ସଂ. ବି. (ଆ+ଧୃ ଧାତୁ=ଧରିବା; ଧାରଣ କରିବା+ ଅଧିକରଣ. ଅ) — ସ୍ଥାନ — Place
- ସଂ. ବି. (ଆ+ଧୃ ଧାତୁ=ଧରିବା; ଧାରଣ କରିବା+ ଅଧିକରଣ. ଅ) — ପାତ୍ର — Pot; basin
- ସଂ. ବି. (ଆ+ଧୃ ଧାତୁ=ଧରିବା; ଧାରଣ କରିବା+ ଅଧିକରଣ. ଅ) — ଜଳ ସଞ୍ଚୟ ସ୍ଥାନ — Reservoir
- ସଂ. ବି. (ଆ+ଧୃ ଧାତୁ=ଧରିବା; ଧାରଣ କରିବା+ ଅଧିକରଣ. ଅ) — ଆଳବାଳ; ପାଣି ରହିବା ପାଇଁ ଗଛ ମୂଳରେ କରାଯିବା ମନ୍ଦା ବା ମଳା — A basin constructed at the foot of a tree to water it
- ସଂ. ବି. (ଆ+ଧୃ ଧାତୁ=ଧରିବା; ଧାରଣ କରିବା+ ଅଧିକରଣ. ଅ) — ଆଶୟ; ସନ୍ନିବେଶ — Assembling; placing
- ସଂ. ବି. (ଆ+ଧୃ ଧାତୁ=ଧରିବା; ଧାରଣ କରିବା+ ଅଧିକରଣ. ଅ) — ଆଶ୍ରୟ, ଅବଲମ୍ବନ — Refuge; resort; protection
- ଦେ. ବି. (ସଂ. ଆହାର) — ପକ୍ଷିଶାବକମାନଙ୍କୁ ସେମାନଙ୍କ ମାତା ଯେଉଁ ଆହାର ଆଣି ଦିଏ — Food which a mother-bird brings and puts into the mouth of her young ones
- ଦେ. ବି. (ସଂ. ଆହାର) — ଏହିରୂପେ ବାଳୁତ ଭୁଞ୍ଜଇ ନିତି ନିତି ଦିନ ଦିନୁ ଆଧାରେ ତ ବଢ଼ିଲା ପୀରତି। ସାରଳାମହାଭାରତ, ଆଦି।
- ଦେ. ବି. (ସଂ. ଆହାର) — ଆହାର; ଖାଦ୍ୟ — Food
- ଦେ. ବି. (ସଂ. ଆହାର) — ବହୁତ ସୁପକ୍ୱ ଆଧାର ଯେ ତହିଁ ଅଛି ସୁଖରେ ଭୁଞ୍ଜିବା ତହୁଁ ଭଲ ଭଲ ବାଛି। ସାରଳାମହାଭାରତ, ମଧ୍ୟ।