ଆଧାନ Ādhāna
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ରଖିବା — Laying; placing
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ଗ୍ରହଣ — Taking; receiving
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ଧାରଣ — Holding, containing
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ବନ୍ଧକ ରଖିବା — Pledging
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ଗଚ୍ଛିତ ରଖିବା — Depositing
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ଉତ୍ପାଦନ; ଜନ୍ମ କରିବା — Begetting
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ପ୍ରତିଭୂ: ଜାମିନ୍ — Surety
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ଗର୍ଭାଧାନସଂସ୍କାର — The ceremony of impregnation amongst the Hindus prior to conception
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ସ୍ତ୍ରୀ ଗର୍ଭରେ ବୀର୍ଯ୍ୟ ସ୍ଥାପନ — Impregnation
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ହୋମାଗ୍ନି ସ୍ଥାପନ — Ceremonial kindling of the sacrificial fire
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ଅଗ୍ନିକୁ ଜଳାଇବା; ଲଗାଇବା — Kindling of fire
- ସଂ. ବି. (ଆ+ଧା ଧାତୁ=ଧାରଣ କରିବା; ସ୍ଥାପନ କରିବା +ଭାବ. ଅନ) — ପାତ୍ର — Receptacle