ଆଦାୟ Ādāya
- ଦେ. ବି. (ସଂ. ଆଦାନ) — ଗ୍ରହଣ କରିବା; ନେବା — Taking
- ଦେ. ବି. (ସଂ. ଆଦାନ) — ଅସୁଲ କରିବା — Realising
- ଦେ. ବି. (ସଂ. ଆଦାନ) — ଧନ ଆଦି ସଂଗ୍ରହ କରଣ — Collection of money
- ଦେ. ବି. (ସଂ. ଆଦାନ) — ଆମଦାନି — Income; receipt
- ଦେ. ବି. (ସଂ. ଆଦାନ) — ସମଗ୍ର ଗୃହୀତ ବସ୍ତୁର ପରିମାଣ — Gross receipts
- ଦେ. ବିଣ — ଅସୁଲ କରାଯାଇ- ଥିବା — Realised
- ଦେ. ବିଣ — ସଂଗୃହୀତ — Collected