ଆତର Ātara

  • ସଂ. ବି. (ଆ+ତୃ ଧାତୁ=ପାରହେବା + କରଣ. ଅ; ଯାହା ଦ୍ୱାରା ଅର୍ଥାତ୍ ଯାହା ଦେଇ ନଦୀ ପାର ହେବାକୁ ହୁଏ) — ନାହା ଭଡ଼ା; ନଈ ଘାଟ; ମାସୁଲ