ଆତପ Ātapa

  • ସଂ. ବି. (ଆ+ତପ୍ ଧାତୁ=ଗରମ କରିବା+କର୍ତ୍ତୃ. ଅ) — ଖରା; ସୂର୍ଯ୍ୟକିରଣ; ରୌଦ୍ର
  • ଦେ. ବି. — ବ୍ୟାଘ୍ର ଭଲ୍ଲୁକାଦି ଭୟଙ୍କର ଜନ୍ତୁବିଶେଷ
  • ଦେ. ବି. — ତମାଳ ଦଳ କୁନ୍ତଳ ବାନ୍ଧି ନାହିଁ, ଆତପ ସ୍ନେହୀ ସ୍ନାନ ସାରି। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।