ଆଣକ Āṇaka
- ସଂ. ବିଣ. (ଆ+ ଅଣ୍ ଧାତୁ= ଶବ୍ଦ କରିବା+କ) — କୁତ୍ସିତ — Ugly
- ସଂ. ବିଣ. (ଆ+ ଅଣ୍ ଧାତୁ= ଶବ୍ଦ କରିବା+କ) — କ୍ଷୁଦ୍ର — Small
- ସଂ. ବିଣ. (ଆ+ ଅଣ୍ ଧାତୁ= ଶବ୍ଦ କରିବା+କ) — ଅପକୃଷ୍ଟ; ନିନ୍ଦିତ — Insignificant
- ସଂ. ବିଣ. (ଆ+ ଅଣ୍ ଧାତୁ= ଶବ୍ଦ କରିବା+କ) — ବି.—
- ସଂ. ବିଣ. (ଆ+ ଅଣ୍ ଧାତୁ= ଶବ୍ଦ କରିବା+କ) — ଟଙ୍କାର ଷୋଳଭାଗରୁ ଭାଗେ; ଅଣାଏ — One sixteenth of a rupee
- ସଂ. ବିଣ. (ଆ+ ଅଣ୍ ଧାତୁ= ଶବ୍ଦ କରିବା+କ) — ଅଣି; ଏକଅଣା ମୂଲ୍ୟର ମୁଦ୍ରା — A one anna bit
- ସଂ. ବିଣ. (ଆ+ ଅଣ୍ ଧାତୁ= ଶବ୍ଦ କରିବା+କ) — ପାର୍ଶ୍ୱଶାୟୀ ଦମ୍ପତିଙ୍କର ସୁରତବିଶେଷ — A sidewise pose in copulation