ଆଡ୍ଡା Āḍḍa

  • ଦେ. ବି. — ଯେଉଁ ସ୍ଥାନରେ ସମକର୍ମା ମନ୍ଦ ଲୋକେ ଏକତ୍ର ହୁଅନ୍ତି (ସାଧାରଣତଃ ମନ୍ଦ ଅଭିପ୍ରାୟରେ ବ୍ୟବହୃତ) — Rendezvous; a place where men of the same class congregate (for evil purposes.)
  • ଦେ. ବି. — ଯେଉଁ ସ୍ଥାନରେ ଭଡ଼ା ଲାଗିବାପାଇଁ ଗାଡ଼ି, ସବାରି ପ୍ରଭୃତି ଥାଏ ଓ କୁଲିମାନେ ମଧ୍ୟ କାମ ପାଇବା ପାଇଁ ରୁଣ୍ଡ ହୋଇ ବସିଥାନ୍ତି — A post or stand for carriages, palkies or coolies; a stand where conveyances or coolies are available