ଆଠଗଡ଼ Āṭhagaṟḍ̠a

  • ଦେ. ବି. (ନାମ) — (ଅଷ୍ଟ ଗଡ଼ ବା ଦୁର୍ଗବିଶିଷ୍ଟ); ଓଡ଼ିଶାର ଗଡ଼ଜାତରାଜ୍ୟବିଶେଷ — The name of a feudatory state of Oṟḍ̠iṡā
  • ଦେ. ବି. (ନାମ) — [ଦ୍ର—ଆଠଗଡ଼ ଗଜପତିଙ୍କ ଖାସ୍ ଦଖଲର ରାଜ୍ୟ ମଧ୍ୟରେ ଥିଲା। ପ୍ରାୟ ଷୋଡ଼ଶ ଶତାବ୍ଦୀରେ ଉତ୍କଳର ରାଜା ଆପଣାର ବେବର୍ତ୍ତା ପ୍ରଧାନମନ୍ତ୍ରୀଙ୍କ କନ୍ୟାର ପାଣିଗ୍ରହଣ କରି ମନ୍ତ୍ରୀଙ୍କୁ ରାଜ୍ୟଖଣ୍ଡି ଦାନ କରିଥିଲେ। ଆଠଗଡ଼ ରାଜବଂଶ ବେବର୍ତ୍ତା ପଟ୍ଟନାୟକ ଉପାଧିଧାରୀ।]
  • ଦେ. ବି. (ନାମ) — ଗଞ୍ଜାମର ଖଲ୍ଲିକୋଟ ନିକଟବର୍ତ୍ତୀ ଜମିଦାରୀବିଶେଷ — Name of an estate of Ganjam adjoining Khallikota
  • ଦେ. ବି. (ନାମ) — [ଦ୍ର—ଓଡ଼ିଶାର ଗଡ଼ଜାତରେ ଗୋଟିଏ ଓ ଗଞ୍ଜାମର ଖଲ୍ଲିକୋଟ ନିକଟରେ ଗୋଟିଏ, ଏହିପରି ଦିଓଟି 'ଆଠଗଡ଼' ଥିବାରୁ ଓଡିଶା—ଆଠଗଡ଼କୁ 'ବାଳି ଆଠଗଡ଼' ଓ ଗଞ୍ଜାମ ଆଠଗଡ଼କୁ 'କୋଦଳା ଆଠଗଡ଼' କହନ୍ତି।]