ଆଟୋପ Āṭopa

  • ସଂ. ବି. (ଆ+ଟୁପ ଧାତୁ=ଅହଙ୍କାର କରିବା+ଭାବ. ଅ) — ଗର୍ବ; ଅହଙ୍କାର — Vanity
  • ସଂ. ବି. (ଆ+ଟୁପ ଧାତୁ=ଅହଙ୍କାର କରିବା+ଭାବ. ଅ) — ଆଡ଼ମ୍ବର — Pomp
  • ସଂ. ବି. (ଆ+ଟୁପ ଧାତୁ=ଅହଙ୍କାର କରିବା+ଭାବ. ଅ) — ବାୟୁରୋଗଜନିତ ପେଟର ଗୁଡ଼ୁ ଗୁଡ଼ୁ ଶବ୍ଦ — Sound heard inside the abdomen due to wind in the stomach