ଆଟୁ Āṭu
- ଦେ. ବି (ସଂ. ଅଟ୍ଟ) — ଘରର ଚାଳ ତଳେ ପଦାର୍ଥ ସଞ୍ଚୟ କରିବାପାଇଁ କିମ୍ବା ଚାଳରେ ନିଆଁ ଲାଗିଲେ ଗୃହ ମଧ୍ୟସ୍ଥ ପଦାର୍ଥମାନଙ୍କୁ ଅଗ୍ନିରୁ ରକ୍ଷା କରିବାପାଇଁ କରାଯିବା ବାଉଁଶ ଓ ମାଟିର ଭାଡ଼ି ବା ଚାଳ
- ଦେ. ବି (ସଂ. ଅଟ୍ଟ) — [ଦ୍ର—ଆଟୁ ଦୁଇ ପ୍ରକାରର 1 । ଦେଶୀ ଆଟୁ—ଏହା ଭାଡ଼ିପରି ସମତୁଲ। ଏହା ଉପରେ ଜିନିଷପତ୍ର ରଖା ଯାଇପାରେ। 2 । ମେରଦା ବା ଦକ୍ଷିଣୀ ଆଟୁ: ଏହା ଚାଳ ଭଳି ଦୁଇ ଆଡ଼କୁ ଢାଲୁ ହୋଇଥାଏ।] — [ଦ୍ର—ଆଟୁ ଦୁଇ ପ୍ରକାରର1 ଦେଶୀ ଆଟୁ—ଏହା ଭାଡ଼ିପରି ସମତୁଲ ଏହା ଉପରେ ଜିନିଷପତ୍ର ରଖା ଯାଇପାରେ2 ମେରଦା ବା ଦକ୍ଷିଣୀ ଆଟୁ: ଏହା ଚାଳ ଭଳି ଦୁଇ ଆଡ଼କୁ ଢାଲୁ ହୋଇଥାଏ]
- ପ୍ରାଦେ. (ସମ୍ବଲପୁର) ବି. — ପିଣ୍ଡା; ବରଣ୍ଡା