ଆଟଙ୍କ Āṭaṅka

  • ଦେ. ବି — ଆଟକ (ଦେଖ) — Āṭaka (See)
  • ଦେ. ବି — ଦୁଇ ହାତରେ ଅଙ୍ଗୁଳିମାନଙ୍କ ଦ୍ୱାରା ବେଷ୍ଟିତ ସ୍ଥାନ — Space between the extended fingers of two hands curved together
  • ଦେ. ବି — ଏକ ବିଡ଼ା; ଯେତିକି ପରିମିତ ଶସ୍ୟାଦିର ଗୋଛା ଦୁଇ ହାତର ଆଙ୍ଗୁଠିମାନଙ୍କ ଦ୍ୱାରା ସମ୍ଭେଇ ହୁଏ; ଅଟଙ୍ଗା — A handful or bundle of sheaves of corn or grass