ଆଞ୍ଚ Ān̄cha
- ଦେ. ବି. (ସଂ. ଅର୍ଚ୍ଚିସ୍) — ଉତ୍ତାପ; ତେଜ — Heat
- ଦେ. ବି. (ସଂ. ଅର୍ଚ୍ଚିସ୍) — ଶିଖା — Flame
- ଦେ. ବି. (ସଂ. ଅର୍ଚ୍ଚିସ୍) — ନିଆଁଧାସ — Blaze
- ଦେ. ବି. (ସଂ. ଅର୍ଚ୍ଚିସ୍) — ସାମାନ୍ୟ ଯୋଗ ବା ସ୍ପର୍ଶ — Touch; slight connectction
- ଦେ. ବି. (ସଂ. ଅର୍ଚ୍ଚିସ୍) — ସାମାନ୍ୟ ବାଧା, ଆଘାତ ବା ପରିଶ୍ରମ — Slight hurt or trouble or labour