ଆଝୁଁ Ājhuñ
- ଦେ. ଅ — ଅଜୁଁ; ଆଜହୁଁ — From this day; from today
- ଦେ. ଅ — ଆଝୁଁ ସମସ୍ତଙ୍କ ଆଗେ କରୁଛି ନିୟମ। ସାରଳା- ମହାଭାରତ, ମଧ୍ୟ୍ୟ।
- ଦେ. ଅ — ବର୍ତ୍ତମାନଠାରୁ — From now; henceforth
- ଦେ. ଅ — ଆଝଁ ଏଥେ ନୋହିବ ଆଉ ବ୍ୟାଳଭୟ। କୃଷ୍ଣସିଂହ, ମହାଭାରତ, ଶଲ୍ୟ।
- ଦେ. ଅ — ଆଦ୍ୟରୁ — From the very beginning
- ଦେ. ଅ — ଏବେ ତୁ ସତ୍ୟ ଆଝୁଁ ମୂଳ, ଏ କଥା ଭାବଇ କେବଳ। ରାମଦାସ, ଦାର୍ଢ଼୍ୟତାଭକ୍ତି।