ଆଜ୍ୟ Ājya

  • ସଂ. ବି. (ଆ+ଅନଜ୍ ଧାତୁ=ମ୍ରକ୍ଷିତ କରିବା+କରଣ. ଯ) — ଘୃତ; ଘିଅ — Ghee; clarified butter
  • ସଂ. ବି. (ଆ+ଅନଜ୍ ଧାତୁ=ମ୍ରକ୍ଷିତ କରିବା+କରଣ. ଯ) — ହୋମକ୍ରିୟାରେ ଅଗ୍ନିରେ ଯାହା ଆହୁତି ଦିଆଯାଏ (ଯଥା - ତୈଳ; ଦଧି) — Oil, curd and other liquids offered into the fire in Homa