ଆଜୂ Ājū

  • ସଂ. ବି. (ଆ+ଜୂ ଧାତୁ=ଚଞ୍ଚଳ ଚାଲିବା+କର୍ତ୍ତୃ. କ୍ୱିପ୍) — ଅସ୍ଥାୟୀଭୃତ୍ୟ; ଠିକାଚାକର — A temporary servant
  • ସଂ. ବି. (ଆ+ଜୂ ଧାତୁ=ଚଞ୍ଚଳ ଚାଲିବା+କର୍ତ୍ତୃ. କ୍ୱିପ୍) — ଅବୈତନିକ ଚାକର — An honorary servant