ଆଜୀବନ Ājībana

  • ସଂ. ଅ. (ଆ=ପର୍ଯ୍ୟନ୍ତ+ଜୀବନ=ପ୍ରାଣ) — ପ୍ରାଣ ଥିବା ପର୍ଯ୍ୟନ୍ତ — Throughout life
  • ସଂ. ଅ. (ଆ=ପର୍ଯ୍ୟନ୍ତ+ଜୀବନ=ପ୍ରାଣ) — ମୃତ୍ୟୁ ପର୍ଯ୍ୟନ୍ତ — Till death