ଆଘ୍ Āgh

  • ପ୍ରାଦେ. (ସମ୍ବଲପୁର) କ୍ରି. ବିଣ. — ଆଗେ; ପ୍ରଥମେ; ପହିଲେ — At first; firstly
  • ପ୍ରାଦେ. (ସମ୍ବଲପୁର) କ୍ରି. ବିଣ. — ପୂର୍ବେ — Previously; formerly