ଆଘାତୀ Āghātī

  • ଦେ. ବିଣ. (ସଂ. ଆଘାତ) — ଯାହାଠାରେ ଆଘାତ ଲାଗିଅଛି; ଆହତ
  • ଦେ. ବିଣ. (ସଂ. ଆଘାତ) — ଆଘାତୀ ସର୍ପ ପରି ଭୀମ ହୋଇ କ୍ରୋଧ, କରି ଦେଲେ କୁରୁଙ୍କ କରି—ବଳ ବଧ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।