ଆଗ୍ରହ Āgraha
- ସଂ. ବି. (ଆ+ଗ୍ରହ୍ ଧାତୁ=ଗ୍ରହଣ କରିବା; ଯତ୍ନ କରିବା+ ଭାବ. ଅ) — ଅତିଯତ୍ନ; ଅତିବ୍ୟଗ୍ରତା — Earnestness; interest; Zeal; eagerness
- ସଂ. ବି. (ଆ+ଗ୍ରହ୍ ଧାତୁ=ଗ୍ରହଣ କରିବା; ଯତ୍ନ କରିବା+ ଭାବ. ଅ) — ଆକ୍ରମଣ — Attack
- ସଂ. ବି. (ଆ+ଗ୍ରହ୍ ଧାତୁ=ଗ୍ରହଣ କରିବା; ଯତ୍ନ କରିବା+ ଭାବ. ଅ) — ସାମର୍ଥ୍ୟ — Power
- ସଂ. ବି. (ଆ+ଗ୍ରହ୍ ଧାତୁ=ଗ୍ରହଣ କରିବା; ଯତ୍ନ କରିବା+ ଭାବ. ଅ) — ସାହାଯ୍ୟ — Help
- ସଂ. ବି. (ଆ+ଗ୍ରହ୍ ଧାତୁ=ଗ୍ରହଣ କରିବା; ଯତ୍ନ କରିବା+ ଭାବ. ଅ) — ଜିଗର — Persistence
- ସଂ. ବି. (ଆ+ଗ୍ରହ୍ ଧାତୁ=ଗ୍ରହଣ କରିବା; ଯତ୍ନ କରିବା+ ଭାବ. ଅ) — ଗ୍ରହଣ — Acceptance
- ସଂ. ବି. (ଆ+ଗ୍ରହ୍ ଧାତୁ=ଗ୍ରହଣ କରିବା; ଯତ୍ନ କରିବା+ ଭାବ. ଅ) — ପ୍ରସାଦ ବା ଅନୁଗ୍ରହ — Favour
- ସଂ. ବି. (ଆ+ଗ୍ରହ୍ ଧାତୁ=ଗ୍ରହଣ କରିବା; ଯତ୍ନ କରିବା+ ଭାବ. ଅ) — ଅଭିନିବେଶ; ଆସକ୍ତି — Attention