ଆଗୁଳା Āguḻā

  • ଦେ. ବି. — ହସ୍ତ ବା ପଦର ହୁଗୁଳା ହୋଇଥିବା ଅଙ୍ଗୁରୀୟକୁ ଅଟକାଇବା ନିମନ୍ତେ ଲୁହାର ଅଙ୍ଗୁରୀୟ; ଆଗୁଆ
  • ଦେ. ବିଣ. — ସମାପ୍ତ — Accomplished; finished
  • ଦେ. ବିଣ. — ଛଡ଼ ଦିନ ଯେବେ ହୁଏ ଆଗୁଳା; ସାରିଲେ ଚଉଠି ସାତମଙ୍ଗଳା —ପ୍ରସ୍ତାବସିନ୍ଧୁ।
  • ଦେ. ବିଣ. — ଅଧିକ; ବେଶି — Excessive
  • ଦେ. ବିଣ. — ଅନ୍ନକଷ୍ଟ ଦୁଃଖ ତହୁଁ ଆଗୁଳା