ଆଗସରି Āgasari

  • ଦେ. ଅ. କ୍ରି — ଅଗ୍ରସର ହୋଇ — Advancing
  • ଦେ. ଅ. କ୍ରି — ସବୁ ବିପ୍ରଙ୍କୁ ନମସ୍କାର କରି, ପାତ୍ର ବିନୋଇ କହେ ଆଗସରି। ପ୍ରାଚୀ, ନଳଚରିତ।