ଆଗତ Āgata

  • ସଂ. ବିଣ. (ଆ=ବିପରୀତ+ଗମ୍ ଧାତୁ+କର୍ତ୍ତୃ. ତ) — ଆସି ପହଞ୍ଚିବା; ଉପସ୍ଥିତ — Arrived; come
  • ସଂ. ବିଣ. (ଆ=ବିପରୀତ+ଗମ୍ ଧାତୁ+କର୍ତ୍ତୃ. ତ) — (+କର୍ମ. ତ) ପ୍ରାପ୍ତ; ଲବ୍ଧ; ଅଧିଗତ — Obtained; secured
  • ଗ୍ରା. ବିଣ. (ଆଗାମୀ ଅର୍ଥରେ ପ୍ରଯୁକ୍ତ) — ଭବିଷ୍ୟତ — Future
  • ଗ୍ରା. ବିଣ. (ଆଗାମୀ ଅର୍ଥରେ ପ୍ରଯୁକ୍ତ) — ନାହିଁ ତ ମୋ ପ୍ରାୟ ଶୋଭା ବର୍ତ୍ତମାନ ଗତେ ଆଉ ଆଗତେ ନୋହିବ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଗ୍ରା. ବିଣ. (ଆଗାମୀ ଅର୍ଥରେ ପ୍ରଯୁକ୍ତ) — ଫେରି ଆସିଥିବା — Returned
  • ଦେ. ବିଣ — ପୂର୍ବ ବର୍ଷର ପୂର୍ବ (ବର୍ଷ) — (the year) Previous to the last
  • ଦେ. ବିଣ — ଅଶ୍ରୁତପୂର୍ବ ବିଷୟ — Unheard of(things)
  • ଦେ. ବିଣ — (things)
  • ଦେ. ବିଣ — ଆଶ୍ଚର୍ଯ୍ୟଜନକ (ବିଷୟ) — Wonderful(things)
  • ଦେ. ବିଣ — (things)
  • ଦେ. ବିଣ — ଅସମ୍ଭବ (କଥା) — Improbable (things)
  • ସଂ. ବି. (+ଭାବ. ତ) — ଆଗମନ — Return; arrival