ଆଖ୍ଡ଼ା Ākhṟḍ̠ā

  • ଦେ. ବି. (ସଂ. ଆକ୍ରୀଡ଼) — ବ୍ୟାୟାମ ଓ ମଲ୍ଲବିଦ୍ୟା ଅଭ୍ୟାସ କରିବା ସ୍ଥାନ — Gymnasium; a place for gymnastic exercise
  • ଦେ. ବି. (ସଂ. ଆକ୍ରୀଡ଼) — ପିଲାଦିନୁ ଆଖଡ଼ାରେ ଭୀମ ଯେ ପଶଇ—ସାରଳା ମହାଭାରତ, ଭୀଷ୍ମ।
  • ଦେ. ବି. (ସଂ. ଆକ୍ରୀଡ଼) — ନୃତ୍ୟ ଗୀତାଦି ଅଭ୍ୟାସ କରିବା ସ୍ଥାନ — A place for rehearsing singing and music; a music-school; a dancing-school
  • ଦେ. ବି. (ସଂ. ଆକ୍ରୀଡ଼) — ଏକ ସମ୍ପ୍ରଦାୟର ବୈରାଗୀ ବା ବୈଷ୍ଣବମାନଙ୍କର ମିଳନ ସ୍ଥାନ — Monastery; a place where anchorites of a particular sect congregate and live.(ଯଥା ପୁରୀରେ ବଡ଼ ଆଖ୍ଡ଼ା ଓ ସାନ ଆଖ୍ଡ଼ା ମଠ ଅଛି)
  • ଦେ. ବି. (ସଂ. ଆକ୍ରୀଡ଼) — (ଯଥା ପୁରୀରେ ବଡ଼ ଆଖ୍ଡ଼ା ଓ ସାନ ଆଖ୍ଡ଼ା ମଠ ଅଛି।)
  • ଦେ. ବି. (ସଂ. ଆକ୍ରୀଡ଼) — ନୃତ୍ୟକାରୀ, ବ୍ୟାୟାମକାରୀ ବା ସଂକୀର୍ତ୍ତନକାରୀଙ୍କ ଦଳ — A part of dancers; athletes or chanters
  • ଦେ. ବି. (ସଂ. ଆକ୍ରୀଡ଼) — (ଲକ୍ଷଣାର୍ଥ) କୌଣସି ବିଶିଷ୍ଟ ଦଳ — A particular party.(ଯଥା—ସେ ଆମ ଆଖ୍ଡ଼ାରେ ବସିବା ଲୋକ ନୁହେଁ)
  • ଦେ. ବି. (ସଂ. ଆକ୍ରୀଡ଼) — (ଯଥା—ସେ ଆମ ଆଖ୍ଡ଼ାରେ ବସିବା ଲୋକ ନୁହେଁ।)
  • ଦେ. ବି. (ସଂ. ଆକ୍ରୀଡ଼) — ଆଡ୍ଡ଼ା — A place where men of same class congregate