ଆଖେଇବା Ākheibā
- ଦେ. କ୍ରି. — ଦେଖିବା — To look at
- ଦେ. କ୍ରି. — ଦୂରରୁ ଦେଖିବା — To see from a distance
- ଦେ. କ୍ରି. — ଦୃଷ୍ଟି କରିବା; ଦୃଷ୍ଟି ପକାଇବା — To cast an evil eye upon
- ଦେ. କ୍ରି. — କ୍ରମଶଃ ନିକଟବର୍ତ୍ତୀ ହେବା — To come nearer gradually
- ଦେ. କ୍ରି. — ଆଖେଇଲା, ଆଖଉ ଆଖଉ ପାଖେଇଲା। ପ୍ରବଚନ।