ଆକେକର Ākekara
- ସଂ. ବିଣ. (ଆ=ଈଷତ୍+କେ=ମସ୍ତକରେ+କର=ଯେ କରେ) — — 1 । ଈଷତ୍ ମୁଦ୍ରିତ (ଚକ୍ଷୁ) — 1 ଈଷତ୍ ମୁଦ୍ରିତ (ଚକ୍ଷୁ)
- ସଂ. ବିଣ. (ଆ=ଈଷତ୍+କେ=ମସ୍ତକରେ+କର=ଯେ କରେ) — ଈଷତ୍ ମୁଦ୍ରିତ (ଦୃଷ୍ଟି) — (look) With half-shut eyes
- ସଂ. ବିଣ. ପୁଂ. — ଅଳ୍ପଟେରା; ସୂର୍ଯ୍ୟଟେରା
- ସଂ. ବିଣ. ପୁଂ. — (ଆକେକରୀ–ସ୍ତ୍ରୀ) — Slightly squinted
- ସଂ. ବିଣ. ପୁଂ. — (ଆକେକରୀ–ସ୍ତ୍ରୀ)