ଆକାରଣ Ākāraṇa

  • ସଂ. ବି. (ଆ=କୃ ଧାତୁ ଣିଚ୍; କାରି=ଡାକିବା+ଭାବ. ଅନ) — ନିମନ୍ତ୍ରଣ — Invitation
  • ସଂ. ବି. (ଆ=କୃ ଧାତୁ ଣିଚ୍; କାରି=ଡାକିବା+ଭାବ. ଅନ) — ଡକାଇବା — Sending for
  • ସଂ. ବି. (ଆ=କୃ ଧାତୁ ଣିଚ୍; କାରି=ଡାକିବା+ଭାବ. ଅନ) — ବିପକ୍ଷକୁ ସ୍ପର୍ଦ୍ଧାପୂର୍ବକ ଆହ୍ୱାନ — Challenge