ଆକର Ākara
- ସଂ. ବି. ପୁଂ. (ଆ+କୃ ଧାତୁ= ଉତ୍ପନ୍ନହେବା+ଅଧିକରଣ. ଅ) — ଖଣି (ଯଥା—ସ୍ୱର୍ଣ୍ଣାକର) — Mine
- ସଂ. ବି. ପୁଂ. (ଆ+କୃ ଧାତୁ= ଉତ୍ପନ୍ନହେବା+ଅଧିକରଣ. ଅ) — ଉତ୍ପତ୍ତିସ୍ଥାନ (ଯଥା—ରତ୍ନାକର) — Source
- ସଂ. ବି. ପୁଂ. (ଆ+କୃ ଧାତୁ= ଉତ୍ପନ୍ନହେବା+ଅଧିକରଣ. ଅ) — (ଲକ୍ଷଣାର୍ଥ) ସମୂହ (ଯଥା—ପଦ୍ମାକର) — Collection
- ସଂ. ବି. ପୁଂ. (ଆ+କୃ ଧାତୁ= ଉତ୍ପନ୍ନହେବା+ଅଧିକରଣ. ଅ) — (ଲକ୍ଷଣାର୍ଥ) ଯେଉଁଠାରେ କୌଣସି ପଦାର୍ଥ ବା ଗୁଣ ବିଶେଷଭାବରେ ଥାଏ (ଯଥା—ଗୁଣାକର) — A place where anything or quality predominates