ଆକଣ୍ଠ Ākaṇṭha
- ସଂ. ଅ. (ଅବ୍ୟୟୀଭାବ; ଆ= ପର୍ଯ୍ୟନ୍ତ+କଣ୍ଠ) — କଣ୍ଠପର୍ଯ୍ୟନ୍ତ (ଭୋଜନ) — Up to the neck
- ସଂ. ବିଣ. — କଣ୍ଠ ପର୍ଯ୍ୟନ୍ତ ଗଭୀର ବା ପୂର୍ଣ୍ଣ — Full upto the neck's height
- ଦେ. ବିଣ. — ଅତି ବିପନ୍ନ — Fallen in a great danger
- ଦେ. ବିଣ. — କଣ୍ଠାଗତପ୍ରାଣ — Dying
- ଦେ. ବି. — କଣ୍ଠାଗତପ୍ରାଣ ଅବସ୍ଥା — Dying state
- ଦେ. ବି. — ଅତି ବିପନ୍ନାବସ୍ଥା — Great calamity