ଆକଟେ Ākaṭe

  • ଦେ. ପଦ୍ୟ. କ୍ରି. ବିଣ — ଦୃଢ଼ଭାବରେ — Tightly; fast
  • ଦେ. ପଦ୍ୟ. କ୍ରି. ବିଣ — ଶୂନ୍ୟକୁ ଆକଟେ ଧରି ନିବିଡ଼ ଆଶ୍ଳେଷେ ଆସେ ମୋହ—ରାଧାନାଥ. ମହାଯାତ୍ରା।