ଆଏ Āe

  • ଗ୍ରା. ବି. (ସଂ. ଆୟ) — ଆୟ — Income
  • ଗ୍ରା. ବି. (ସଂ. ଆୟ) — ଅର୍ଜନ — Earning
  • ଗ୍ରା. ବି. (ସଂ. ଆୟ) — ଅଳଙ୍କାର — Ornament
  • ପ୍ରାଦେ. (ସମ୍ବଲପୁର) କ୍ରି — ଅଛି; ଅଟେ — Is
  • ପ୍ରାଦେ. (ଭତରି) କ୍ରି — ଅଛି — Is