ଆଉଡ଼ା Āuṟḍ̠ā
- ଦେ. ବିଣ. ପୁଂ. — ହାଉଡ଼ା; ଓଲ୍ଲୁ — Stupid; dull
- ଦେ. ବି. (ସଂ. ଆବୃତ୍ତି) — ପାଠ ଆଦି ଆବୃତ୍ତି କରିବା — Recital; reading out; perusal
- ଦେ. ବି. (ସଂ. ଆବୃତ୍ତି) — ପୁନରାବୃତ୍ତି — Rehearsing
- ପ୍ରାଦେ. (ମେଦିନୀପୁର) ବିଣ — ଅଡ଼ୁଆତଡ଼ୁଆ; ଗୋଳମାଳିଆ — Disordered
- ପ୍ରାଦେ. (ମେଦିନୀପୁର) ବି — କୁଟା ହୋଇଥିବା ଚାଉଳର ଅକାଣ୍ଡିଆ ଅବସ୍ଥା ବା ପାଛୁଡ଼ା ହୋଇ ନ ଥିବା ଅବସ୍ଥା — Uncleansed state of husked rice