ଆଉରତ୍ Āurat

  • ଦେ. ବି. ସ୍ତ୍ରୀ. (ଆ. ଆଓରତ୍) — ଭାର୍ଯ୍ୟା; ବିବାହିତା ସ୍ତ୍ରୀ — Wife
  • ଦେ. ବି. ସ୍ତ୍ରୀ. (ଆ. ଆଓରତ୍) — ସ୍ତ୍ରୀ — Woman