ଆଉଟା Āuṭā

  • ଦେ. ବି. (ସଂ. ଆବର୍ତ୍ତନ; ପ୍ରାକୃତ. ଆବଟ୍ଟଣ) — ସିଝାଇବା ପାଇଁ ଦୁଧକୁ ଚୁଲି ଉପରେ ବସାଇ ଘାଣ୍ଟିବା — To stir milk over fire for boiling
  • ଦେ. ବି. (ସଂ. ଆବର୍ତ୍ତନ; ପ୍ରାକୃତ. ଆବଟ୍ଟଣ) — ସୁନା ଆଦିକୁ ନିଆଁ ଉପରେ ବସାଇ ତରଳାଇବା — To melt gold etc. over fire
  • ଦେ. ବିଣ — ନିଆଁ ଉପରେ ଘଣ୍ଟା ହୋଇଥିବା — Stirred over fire
  • ଦେ. ବିଣ — ତରଳା ଯାଇଥିବା (ଧାତୁ) — Molten (metal)
  • ଦେ. ସର୍ବ. (ଅନାଦରାର୍ଥ) — ଅନ୍ୟ ଗୋଟାକ — The other one