ଆଉଟଣ Āuṭaṇa

  • ଦେ. ବି. (ସଂ. ଆବର୍ତ୍ତନ) — ଦୁଧ ଆଦିର ଆବର୍ତ୍ତନ; ଆଉଟା — Stirring of milk over fire
  • ଦେ. ବି. (ସଂ. ଆବର୍ତ୍ତନ) — (ଲକ୍ଷଣାର୍ଥ) ଅତି ଗ୍ରୀଷ୍ମ ବା ଉତ୍ତାପରେ ଦଗ୍ଧ ହେବା ଅବସ୍ଥା — State of being burnt with excessive heat
  • ଦେ. ବି. (ସଂ. ଆବର୍ତ୍ତନ) — (ଲକ୍ଷଣାର୍ଥ) ଦହଗଞ୍ଜ ହେବା; ଅତ୍ୟନ୍ତ ସନ୍ତପ୍ତ ହେବା ଅବସ୍ଥା — State of being excessively troubled