ଆଇବା Āibā
- ଗ୍ରା. କ୍ରି. ଓ ପ୍ରାଦେ. (ସମ୍ବଲପୁର ଓ ଗଞ୍ଜାମ) କ୍ରି. (ସଂ. ଆ+ ଯା ବା ଗମ୍ ଧାତୁ; ତୁଳ. ହିନ୍ଦି. ଆୟା=ଆସିଅଛି) — ଆସିବା; ଆଗମନ କରିବା — To come
- ଗ୍ରା. କ୍ରି. ଓ ପ୍ରାଦେ. (ସମ୍ବଲପୁର ଓ ଗଞ୍ଜାମ) କ୍ରି. (ସଂ. ଆ+ ଯା ବା ଗମ୍ ଧାତୁ; ତୁଳ. ହିନ୍ଦି. ଆୟା=ଆସିଅଛି) — [ଦ୍ର - ଓଡ଼ିଶାରେ ଆଗମନ ଅର୍ଥରେ 'ଆସିବା' ବ୍ୟବହୃତ ହୁଏ। କେବଳ 'ଆସିଲା' ଇତ୍ୟାଦି ସ୍ଥଳରେ ବ୍ରାହ୍ମଣ କରଣ ଆଦି 'ଅଇଲା' ଓ ଶୂଦ୍ର ଆଦି 'ଆଇଲା' ବ୍ୟବହାର କରନ୍ତି ଏବଂ 'ଆସିଛି' ଇତ୍ୟାଦି ସ୍ଥଳରେ ଶୂଦ୍ରମାନେ 'ଆଇଛି' ବ୍ୟବହାର କରନ୍ତି। କିନ୍ତୁ ଗଞ୍ଜାମ ଓ ସମ୍ବଲପୁରରେ 'ଆସିବା' ଇତ୍ୟାଦି ସ୍ଥଳରେ 'ଆଇବା' ଇତ୍ୟାଦି ବ୍ୟବହାର କରନ୍ତି।]