ଆଁଶୁ Āñṡu

  • ଦେ. ବି. (ସଂ. ଅଂଶୁ) — ଅଂଶୁ (ଦେଖ) — Aṁṡu (See)
  • ଦେ. ବି. (ସଂ. ଅଂଶୁ) — ଆଖିରୋଗବିଶେଷ; ଆଖିରେ ପତଳା ହୋଇ ମାଡ଼ିଯିବା ପରଳ — A disease of the eye; cataract
  • ଦେ. ବି. (ସଂ. ଅଂଶୁ) — ନଡ଼ିଆ ବାହୁଙ୍ଗା ମୂଳର ପଦା ପାଖେ ଲାଗିଥିବା ଧଳା ପଦାର୍ଥ — Fibrous thin white layer found on the root of cocoanut branches