ଅଢ଼ିଆ Aṟḍ̠ẖiā
- ଦେ. ବି. ଓ ବିଣ — ଅଢ଼ାଇଆ (ଦେଖ) — Aṟḍ̠ẖāiā (See)
- ପ୍ରାଦେ. (ସମ୍ବଲପୁର; ଗଡ଼ଜାତ) ବିଂ — ଆଗନ୍ତୁକମାନଙ୍କ ଚର୍ଚ୍ଚା ପାଇଁ ତାଙ୍କ ବସାକୁ ପଠାଯିବା ଡାଲି ଚାଉଳ ପରିବା ଆଦି ସାମଗ୍ରୀ; ସିଧା; ସଞ୍ଚା — A present of victuals sent to a guest
- ପ୍ରାଦେ. (ସମ୍ବଲପୁର) ବି — ପ୍ରତିଫଳ — Consequence
- ପ୍ରାଦେ. (ସମ୍ବଲପୁର) ବି — (ଯଥା—ତୁଇ ଅସତ୍ କହିଛୁ; ଅଢ଼ିଆ ପାଇବୁ।)